- Get link
- X
- Other Apps
ହେ ପରମ୍ ଆତ୍ମା
ନିଅ ମୋର୍ କୋଟି ପର୍ଣାମ୍
ଭାରତ୍ କେ ଗଢ୍ଲ
ପର୍ଶଁସା ପାଏଲ
ରଖିଗଲ ଦେଶର୍ ନାମ୍ । ୦ ।
ଦୁଇ ଅକ୍ଟୋବରେ
ଗୁଜୁରାଟ୍ ଠାନେ
ତମେ ହେଇଥିଲ ଜନମ୍
ମାଁ ହେଲେ ତମର୍
ପୁତୁଲି ବାଈ
ବାପା ହେଲେ ତୁମର୍ କରମ୍ । ୧ ।
ଯେତେ କାମ୍ ସବୁ
କରିଗଲ ତମେ
ମନୁ ନେଇ ହୁଏ ଭୁଲି
ତୁମର୍ ଧର୍ମୁଁ
ଇନ୍ଗ୍ରରେଜ୍ ଛାଡ୍ଲା
ଆମ୍କୁ କହେବାର୍ ଟା କୁଲି । ୨ ।
ଇ ସାରା ସନ୍ସାରେ
ତମେ ହି ତ ଥିଲ
ସତ୍ ପର୍କୁର୍ତୀର୍ ଲୋକ୍
ବାକି ଯାହା ଅଛନ୍
ନେଇ ପାର୍ବାର୍ ଛାଡି
ମିଛ୍_ଅହମିକାର୍ ଭୋକ୍ । ୩ ।
ଲୁଭ୍ _ କପଟ୍ ଆରୁ
ଛନ୍ଦ୍ _ ବନ୍ଦ୍ ଯେତେ
ନେଇ ଥାଇ ତୁମର୍ ଦିହେ
ସାଫ୍ ମନ୍ ରଖି
ସେବା କରୁଥିଲ
କରି ନେଇ ପାରନ୍ କିହେ । ୪ ।
ଅହିଁସାର୍ ପଥେ
ବାଟ୍ ଚାଲିକରି
ଦେଶ୍ କେ ମୁକ୍ -ତି ଦେଲ
ସୁରେନ୍ଦ୍ର, ନେହେରୁ
ସୁବାଷ୍, ଭଗତ୍, ଗୁରୁ
ଭାରତ୍ କେ ତୁମେ ମିଶାଲ । ୫ ।
ତେର ବଏଷେ
ହେଇଥିଲ ବିହା
ନାଁ ତାକର୍ କସ୍ତୁରବା
ତମ୍ କୁ ଡାକ୍ ସୁଁ
" ବାପୁ " ବଲିକରି
ତାହାକୁ କହେସୁଁ " ବା " । ୬ ।
ମୋହ ମାୟାର୍ ଛିଟା
ନେଇ ପଡି କେଭେଁ
କରି ଚାଲିଥିଲ କାମ୍
ଦୁନିଆଁ ଜାନିଛେ
ତମର୍ ସେ ପଦ୍ କେ
କହିଗଲ ହେ ରାମ୍ ! । ୭ ।
ତିନ୍ ମାକଡ୍ ତମର୍
ଶିଖେଇ ଦେଲେ
ସମ୍ କୁ ଦେଶର୍ କାନୁନ୍
ଖରାପ୍ କଥା ନେଇ କହୁଁ
କେଭେ ନେଇ ଦେଖୁଁ
କି ନେଇ ଶୁନୁ ! । ୮ ।
ଇନ୍ଗ୍ରରେଜ୍ ନେଇ ସହେଲା
ତମର୍ ନିତି କେ
" କହେବାର୍ ଆଗୋନୁ କର୍ ମା "
ଯେତେ ବିପଦ୍ ପଡୁ
ହାତ୍ ଧରି କରି
" କର୍ ମା ନେହେଲେ ମର୍ମା । ୯ ।
ଦେଶର୍ ଜିନିଷ୍ କେ
ବାଆରିବାର୍ ଲାଗି
ନିଜେ ଅରଟ୍ ତମେ ଧଏଲ
ସମ୍ କୁ ଶିଖାଲ
ସୂତା କାଟ୍ ବାର୍ ଟା
ବିଦେଶୀ ଜିନିଷ୍ କେ ଜାଲ୍ଲ । ୧୦ ।
ସଫା ସୁତ୍ ରା
ନିର୍ମାୟା ମୁନୁଷ୍ ଟେ
ଛାତି ଭିତର୍ ଥିଲା ପିଓର୍
କହିଥିଲ ଥରେ
ଇନ୍ଗ୍ରରେଜ୍ ମାନ୍ କୁଁ
ଦେଶ୍ ଛାଡ୍ ବ ସିଓର୍ । ୧୧ ।
ତମର୍ ଲାଗି ଆମେ
ମୁକ୍ତିର୍ ଫଲ୍କେ
ପାର୍ ଲୁ ହେଲେ ଚାଖି
ଅଗଷ୍ଟ୍ ପନ୍ଦ୍ ର ଥି
ଆମର୍ ପତାକା କେ
ଆଏଁଖ୍ ଖୁଲି ପାର୍ ଲୁ ଦେଖି। ୧୨।
ଏତ୍ କି ପରେ ବି
ଗୁରା ସର୍ କାର୍
ନେଇ ଛାଡ୍ ଲା ତମର୍ ପିଛା
ନାଥୁରାମ୍ ଗଡ୍ସେ
ମାର୍ଲା ଗୁଲି
ଦେଖି କରି ଲୁକେ ଛେତ୍କା । ୧୩ ।
ଇହାଦେ ବି
ନୁହେ ସର୍ବାର୍
ଦେଶର୍ ସବୁ ଭୁଲ୍ କାମ୍
ଚାହିଁଥିଲ ବଲି
ପର୍ଚେଷ୍ଟା କରୁଛୁଁ
ଗଢ୍ମୁଁ ରାଏଜ୍ ରାମ୍ । ୧୪ ।
ତମର୍ ସୁର୍ତା କରି
କବିତା ବନାଲି
ଭୁଲ୍ ଥିଲେ କର୍ ବ ମାଫ୍
ଦେଶୁଁ ହଟାମୁଁ
କୁ _ କରମ୍ ଯେତେ
ଦେଶ୍ ଦ୍ରୋହି ହେବେ ସାଫ୍। ୧୫ ।
ଅରିଷ୍ମା ଆଚାର୍ଯ୍ୟ
Comments
Post a Comment