- Get link
- X
- Other Apps
ବହୁତ୍ ବରଷ୍ ଅଘୋ ନୁ ଗୁଟେ ବିରାଟ୍ ଅଂଚଲ୍ "କୋଶଲ୍" ନାମେ ପରିଚିତ୍ ଥିଲା। ଇତାର୍ ସୀମା ଆଘୋ ହିମାଳୟର୍ ପାଦ୍ ଦେଶୁ ଗଲା ଯେ ଉତ୍ତର୍ ଦିଗ୍ ଗୋଦାବରୀ ନଦୀ ନୁ ପୂରୁବ୍ ଦିଗ୍ ଆର୍ ଉତ୍କଲ୍ ର ପଶ୍ଚିମ ଭାଗ୍ ତକ୍ ଫେହଲି ଥିଲା। ଇତାର୍ ପ୍ରମାନ୍ ଭାରତ୍ ର ଗୁଟେ ଅତି ପୂର୍'ନା ମହାକାବ୍ୟ "ରାମାୟନ୍" ନୁ ଦେଖବାର୍ କେ ମିଲ୍'ସି। ଯେନ୍'ଟା କି ୨ ଟା କୋଶଲ୍ ୧- ଉତ୍ତର୍ କୋଶଲ୍ ଆଉ ୨- ଦକ୍ଷିନ୍ କୋଶଲ୍ ବଲିଁ ଥିଲା। ସେ ସମୀୟା ନୁ କୋଶଲ୍ ରାଏଜ୍ ଏତେ ବଡ଼୍ ଥିଲା ଯେ ଇତା କେ ୭ ଭାଗେ ଭାଗ୍ କରିଥିଲେ ଜେନଥିର୍ ଝଲକ୍ "ବାୟୁ ପୁରାନ୍" ନୁ ଦେଖ୍'ବାର୍ କେ ମିଲ୍'ସି।ଯାହା ମେକଳ କୋଶଲ୍, କ୍ରାନ୍ତି କୋଶଲ୍, ଚେଦି କୋଶଲ୍ , ଦକ୍ଷିନ୍ କୋଶଲ୍, କାଶୀ କୋଶଲ୍, ପୂର୍ବ କୋଶଲ୍ , ଆର୍ କଳିଙ୍ଗ କୋଶଲ୍ ନାମେ ଥିଲା।
ରାମାୟନ୍ ଅଂନ୍'ସାରେ ଇ ରାଜ୍ୟ ର୍ ରାଜ୍ କୁମାରୀ "କୌଶଲ୍ୟା" କଁର ନାଁ ଅଂନ୍'ସାରେ ନାମିତ୍ କରା ଯାଇଥିଲା। ଇ ସମିୟା ର୍ ପଶ୍ଚିମାଞ୍ଚଲ୍ ର ମାଏଟ୍ ତଳୁ ଯେନ୍ ରତ୍ନ ବହାରୁଛେ ସେଟା କୋଶଲ୍ ରାଏଜ୍ ର୍ ସୁନାର୍ ଇତିହାସ୍ କେ ଦେଖଉଛେ। ଏନ୍ତା କି ଚୀନ୍ ପରିବ୍ରାଜକ୍ "ହୁଏନସାଂ" ତାଁକର୍ ପ୍ରସିଦ୍ଧ ବହି "ସି- ୟୁ- କି" ନୁ କୋଶଲ୍
ମାଏଟ୍ କେ "କିଆ ଶାଲୋ" ବଲି ବର୍ଣ୍ଣନା କରିଛନ୍। କୋଶଲ୍ ଦେଶର୍ ମହାନଦୀ ନୁ ମିଲୁ ଥିବାର୍ "ବଜ୍ରମଣି" ହୀରା ର୍ ବହୁତ୍ ଆଦର୍ "ରୋମ୍" ଦେଶେ ଭି ରହି ଥିଲା। ଇତାର୍ ଛଡା କୋଶଲ୍ ମାଟିର୍ କଥା ଐତିହାସିକ୍ ବହି ଶ୍ରୀ ଗଙ୍ଗାଧର୍ ମିଶ୍ର କର୍ "କୋଶଲାନନ୍ଦ ମହାକାବ୍ୟ", ପ୍ରହ୍ଲାଦ଼ ଦୁବେ କର୍ "ଜୟ ଚନ୍ଦ୍ରିକା" ନୁ ଦେଖ୍'ବାର୍ କେ ମିଲ୍'ସି। "କପିଳ ସଂହିତା" ବହି ନୁ ଇଟା ଭି ଦାବି କରା ଯାଇଛେ ଯେ ପୁରୀ, କୋଣାର୍କ, ଆର୍ ଭୁବନେଶ୍ୱର୍ ଭି କୋଶଲ୍ ପ୍ରଦେଶ ର ଅଂଶ ଅାନ୍। ତତ୍ ଉତାରୁ ଆଧୁନିକ୍ ସାମୀୟା ନେ "ପ୍ରେମ୍ ରାମ୍ ଦୁବେ" ୨୨- ଅକ୍ଟୁବର୍- ୧୯୩୩ କେ ଭାରତ୍ ର ସେ ସମିୟା ର୍ ରାଷ୍ଟ୍ରପତି କୁଁ ପହେଲା କରି ସ୍ଵତନ୍ତ୍ର କୋଶଲ୍ ପ୍ରଦେଶ୍ ର ଦାବି କରି ଥିଲେ। ତାଁକର୍ ଉତାଁରୁ ଆଜି ତକ୍ ଲଢ଼େଇ ଚାଲିଛେ ଅଲଗ୍ କୋଶଲ୍ ପ୍ରଦେଶ୍ ଗଠନ୍ ହଉ ବଲିଁ।
ବିଶ୍ଵବନ୍ଦିତା ପୁରୋହିତ
ଟ୍ରଷ୍ଟ୍ ଫଣ୍ଡ୍ ଡିଗ୍ରୀ କଲେଜ୍, ବରଗଡ଼
Comments
Post a Comment