Unfinished Desire

ଭାରତ-ଚୀନ ସୀମା ବିବାଦ

          ୧୯୬୧ ମସିହା ଥି ଭାରତ୍ ଆଉ ଚିନ୍ ମିଲନ୍ ହେଇଥିଲା। ୧୯୫୧ ମସିହା  ରେ ଆଉ ୧୯୫୪ ମସିହା ଥି ଫେର୍ ଚିନର ମିଳନ ହେଲା।୧୯୬୧ ମସିହା ଥି ଚିନ ଭାରତ କେ ହମ୍ଲା ଆଉ ଭାରତ ନୁ ପୂରୁବ ଅଞ୍ଚଳ ଆଉ ଲାଦଖ ଅଞ୍ଚଳ ନୁ ୫୧,000 ବର ଗ୍ ମାଇଲ୍ ଥାନ୍ ଦାବି କରି କି ହମ୍ଳା କର୍ଲା ଚିନ । ତାର ପରେ ଲଢ଼େଇ କର୍ଲେ। ୧୯୬୧ ମସିହା ଥି ଆଉ ଏପ୍ରିଲ୍ ମାସ୍ ଥି ଭାରତ ଆଉ ଚିନ ମଝି ଥିଁ ମିଳନ ହେଇ ଥିଲେ । ୧୯୭୭ ମସିହା ଥି ଫେର ସବୁ କାମ କେ ନେଇ କରି ଭାରତ ଆଉ ଚିନ ମଝି ଥି ବିବଦ୍ ହେଲା । ତାର ପରେ ୩୪ ବର ସ୍ ଥି ୧୯୯୮ ମସିହା ଥି ଭାରତ କେ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧି ଚିନ କେ ବୁଲି ଯାଇ ଥିଲେ ଆଉ ସେନୁ ଫେର ତକର୍ ସୀମା ବିବାଦ୍ ର ସମାଧାନ ଲାଗି ତକର ଭିତରେ ସୀମା ବିବାଦ ର ସମାଧାନ ଲାଗି  ତାର ସବୁ କାମ କଲା । ୧୯୯୮ ମସିହା ଥି ମେ ମାସ ୧୧ ଆଉ ୧୩ ତାରିଖ ଥି ଭାରତ କେ ଚିନ ର କଡ଼ା କରି ରଖି ଦେଲା । ଭାରତ ର ୩୮,000 ବର୍ଗର କିଲୋ ମିଟର ବି ଥିଲା ପଶ୍ଚିମ ଏରିଆ ଥି । ଚିନ ର ପୁରା ଭାରତ ଥି ୯୫,000 ବର୍ଗର କିଲୋ ମିଟର ଅଞ୍ଚଳ ଥି ନଜର କରିଛେ । ହାମ୍ଲା କରିଛେ ଭାରତ କେ ଆଉ ଚିନ ର ବି ସୀମା ବିବାଦ ର ମିଳନ ଥିଲା । ଭାରତ ଆଉ ଚିନ ରୁ ୧୯୯୯ ବହୁତ୍ ବରସ୍ ୩୦ ପ୍ରତିଶତ ପାଇବାର ଲାଗି ଦୁହୀ ରାଷ୍ଟ୍ର ଭିତରେ ଗୁଟେ ଝଗଡ଼ା ହେଲା ଆଉ ଚିନ ଭାରତ କେ ଗୁଟ୍ଟେ ଭଲ ଜାଗା ଥି ପରମାଣୁ ଦଳ କେ ବିରୋଧ କାର୍ଲା । ତାର ପରେ ୨୦୧୬ ଗୁଆ ନୁ ଗୁତେ ଯାତ୍ରା ଥି ଭାରତ କେ ଘଇତ କରିଛେ। ଇ ସବୁ ଘାଟନ ଆ ଭାରତ ଥି ଖାଇଦ କରା ଯାଇଛେ। ଏ ଥିର୍ ଲାଗି ସବୁ ଜନା ଯାଉଚେ ଯେ ଭାରତ ଆଉ ଚିନ ର ସୀମା ବିବାଦ ହେଇଥିଲା।

ବୈଷ୍ଣବୀ ପୁରୋହିତ

Comments