- Get link
- X
- Other Apps
ଭାରତ୍ ଆଉ ଚୀନ୍ ହେଉଛେ ଏସିଆ ମହାଦେଶର ଦୁଇଟା ସବୁ ଠାନୁ ବଡ଼ ଦେଶ୍। ଦୁଇ ଦେଶ୍ ହଉଛେ ସବୁ ଠା ନୁ ଶକ୍ତିଶାଳୀ, ପରମାଣୁ ସମ୍ପନ୍ନ, ଓ ଜନବହୁଳ ଦେଶ୍। ଭାରତ୍ ହଉଛେ ବଡ଼ ଗଣତନ୍ତ୍ର ଦେଶ ଆଉ ଚୀନ୍ ହଉଛେ ବଡ଼ କମ୍ୟୁନିଷ୍ଟ ଦେଶ୍।
ଦୁଇ ଦେଶ୍ ଭିତରେ ସମ୍ପର୍କ ଟା ମଜଭୁତ୍ ଥିଲା 1954 ମସିହା ପରେ ଗୁଟେ ପଞ୍ଚଶିଲ୍ ରାଜିନାମା ଚୁକ୍ତି ହେଇ ଥିଲା। ଜେନ୍ ସମୀୟା ନୁ ଭାରତ ର ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁ ଥିଲେ। ଲେ କିନ୍ ହଠାତ୍ ସୀମା ବିବାଦ ଲାଗି ରହେଲା। ମାଓ ଜେଦାଂ ର ନେତୃତ୍ବ ନୁ ଚୀନ୍ ଯେତେବେଳେ ତିବ୍ବତ କୁ ନିଜର୍ ସାଙ୍ଗେ ମିଶେଇ ଦେଲା ସେତେ ବେଳେ ଭାରତ ତାକେ ବିରୋଧ୍ ନାଇ କରି। ତାର୍ ଆଗରୁ ତିବ୍ବତ ଗୁଟେ ସ୍ଵତନ୍ତ୍ର ଦେଶ୍ ଥିଲା। ତିବ୍ବତ ର ଧର୍ମଗୁରୁ ଦଳାଇଲାମ ଆସି ଭାରତ୍ ନୁ ରାଜନୈତିକ୍ ଶରଣାର୍ଥୀ ହିସାବ୍ ରେ ରହେଲେ। ସେଥିରେ ଚୀନ୍ କ୍ଷୁବ୍ଧ ହେଇ କରି 1962 ରେ ସେ ଭାରତ୍ କେ ଆକ୍ରମଣ କରିଥିଲା। ତାର୍ ପରେ ଦୁଇ ଦେଶ୍ ଭିତ୍ରେ ଫାଟ୍ ଟା ସୃଷ୍ଟି ହେଲା।
ସ୍ୱାଧୀନତା ଆଗରୁ ବ୍ରିଟିଶ୍ ମାନେ ଭାରତ୍ କେ ଶାସନ୍ କରୁଥିଲା ସମିୟା ନୁ କିଛି ଭି "Line of control" ନିର୍ଦ୍ଧାରିତ୍ ନାଇ କରାଯାଇଥିଲା। ଚୀନ୍ 1962 ରେ ଆକ୍ରମଣ କଲାପରେ ଭାରତୀୟ ମାନେ ଯାଇକରି ସୀମା ରେ ରହିଲେ। କାଁ କରି କି ସେତେବେଳେ ଚୀନ୍ ବହୁତ୍ ଜାଗା କେ ଅକ୍ତିଆର୍ କରି ସାରିଥିଲା ନ। 43,000 sq ft ମିଶେଇ ଦେଇ ଥିଲା ନ। ଆଉ ଥରେ 1967 ରେ ସିକ୍କିମ୍ ର ନାଥୁଲା ରେ ଆକ୍ରମଣ କଲା। କିନ୍ତୁ ସେ ହାର୍ ମାନି ନେଇଥିଲା। ଫେର୍ ଥରେ 2017 ମସିହା ରେ ଢୋକଲାମ୍ ଲାଗି ବିବାଦ ଚାଲି ଥିଲା। ଇହାନି ଭି ଚୀନ୍ ତାକେ ଅକ୍ତିଆର କରୁଛେ। ଆଉ ବର୍ତ୍ତମାନ ସ୍ଥିତିନୁ ଗଲୱାନ୍ ଘାଟି ରେ ଦୁଇ ଦେଶ୍ ଭିତ୍ରେ ଉତ୍ତେଜନା ଲାଗି ରହିଛେ । ଆଉ ଭାରତ୍ ର 20 ଟା ଯବାନ୍ ସହୀଦ ହେଇଗଲେ। ଭାରତ୍ ଗୁଟେ ପାହା ଆଗ୍ କେ ଗଲେ ଚୀନ୍ ତିନ୍ ଟା ପାହା ପଚ୍ କେ ଯାଉଛେ। ଏତେ ବେଲ୍ ତକ୍ 650 sq ft ଆଗ୍ କେ ବଢ଼ି ସାର୍ ଲା ନ। ଚୀନ୍ ର ହର୍କତ ଏତେ ବେଲ୍ ତକ୍ ଭି ବନ୍ଦ ନୁହେଁ ହୁଏ।
ବର୍ତ୍ତମାନ ପ୍ରଧାମନ୍ତ୍ରୀଙ୍କ ମୋଦି ସମୀୟା ନୁ ଭାରତ୍ ଗୁଟେ ସୁପ୍ରୀୟତର୍ ଦେଶ୍ ଆଡେ ମୁହେଇଁ ବସ୍ ଲାନ ବେଲେ ଚୀନ୍ ବିରୋଧ କରୁ ଛେ଼। ଜେନ୍ତା କି ସୁରକ୍ଷା ପରିଷଦ୍ ର ସ୍ଥାୟୀ ସଦସ୍ୟ ସଂଖ୍ୟା 5। ଭାରତ୍ କେ ସାମିଲ କର୍ ବାର୍ କେ ଅଲ୍ ଗା ଦେଶ୍ ମାନେ ଚାହୁଁ ଛନ୍ ଲେକିନ୍ ଚୀନ୍ ବିରୋଧ କରୁଛେ।
ଯଦି ବର୍ତ୍ତମାନ ପରିସ୍ଥିତି କେ ଦେଖ୍ ମା ଯେତେ ସମ୍ପର୍କ ଟା ଭଲ୍ ନାଇ ନ ସେତେ ଶତ୍ରୁତା ଦେଖ୍ ବାର୍ କେ ମିଲୁଛେ। ଦୁଇ ଦେଶ୍ ରେ ବହୁତ୍ ମାତ୍ରାରେ ଯବାନ ମାନେ ସହୀଦ ହେଇ ଯାଉଛନ୍। ଯଦି ଭି ଭାରତ ଚୀନ୍ ଯୁଦ୍ଧ ହେଲା , ତ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେବା ଇନୁ ଟିକେ ଭି ସନ୍ଦେହ ନାଇ ନ। ଯେହେ ତୁ ଭାରତ୍ ଗୁଟେ ଶାନ୍ତିପ୍ରିୟ ଦେଶ୍ ଆଏ, ତ ଗୁଟେ ହିଁ ସମାଧାନ୍ ହଉଛେ ଆମେ ଯଦି ଯୁଦ୍ଧ ଶୂନ୍ୟ ପୃଥିବୀ ଚାହୁଁ ଛୁ, ତ ଦୁଇ ଦେଶ୍ ଭିତରେ ବୁଝାମଣା କର୍ ବାର୍ ଟା ହିଁ ଦୁଇ ଦେଶ୍ ଲାଗି ଭଲ୍ ଆଏ।
ରୋଜାଲିନ ପତି
Comments
Post a Comment