- Get link
- X
- Other Apps
ବରଷା ତୁଇଁ ଲୋ ଝରି ଝକେରେ
ଝାରି ଦଉ ରସ ଉଛନା ଲହରେ
ଝରିଯାଏ ବାଏଝାଲି
ଶାରାବନର ତୁଇ ରସାଲି ହେଇ ଲୋ
ତହଁକି ମହକି ଯାଉ ଲହକି ଯେ
ରସବତୀ ଗାଁ ଖୁଲି।
ମୁଇଁ ଖେତ ଡୁଲି ଫାଦେଁ ଆଶ ବୁଲି
ଦୁଲେ ଦେମୀ ତତେ ହଲିଆ ଗୀତ ଲୋ
ଗାଈ ପୀର୍.ତିର ରାଗିନ୍ୟ କେତେ
କେତେ ଫୁଲ୍ ଫଲେ ମାଏଟ୍ ଛାତି ତଲେ
ସାଙ୍ଗ ସୁଆତି ହେଇଯିବୁ ଡାଲେ
ଆସି ଲାଡେଗେଲେ ଛିଇଲେ ମତେ।
ଝୁଲେର୍ ଝୁନ୍.ଗା ପାଏଁରି ପାଁଜଲ୍
ମାଖନ୍ ମଡ଼ା କେ କାଦୋର୍ କଜଲ୍
ଖୁଁଚି ଦେମୀ ମୁଡ଼େ ଟଗର ଚମ୍ପା ଲୋ
ଜୁଇ ମାଲ୍.ତିର ଭର୍ ଭର୍ ଖୁପା
ଝଲ୍.କା ଯେ ବର୍ ଫଲ୍
ଡୁମେର୍ କୁସୁମ୍ ଗଁଠିଆ ସିକ୍.ଲା
ସାଗୁଆ ସକ୍.ଟା ଦୁବ୍ ବାନ୍ଧକଲା
ଦିଶୁଥିବା ଝଲ୍ ମଲ୍।
ରୋଜାଲୀନ ପତି
ପଂଚାୟତ ମହାବିଦ୍ୟାଳୟ, ବରଗଡ଼
Comments
Post a Comment