Unfinished Desire

ଭାରତ-ଚୀନ ସୀମା ବିବାଦ

ଘର୍ ଭିତରେଁ ବିଭୀଷଣ୍ ଦୁନିଆଁ ର୍ ଆଗାଡେ ଭାସନ୍:
ଗଲା ମେ ୧୦ ତାରିଖ୍ ନୁ ଲାଗି ରହିଛେ ଭାରତ୍ ଆଉ ଚୀନ୍ ଭୀତ୍ରେଁ ସୀମା ବିବାଦ୍।ହେଲେଁ ତଦ୍ ଉତାରୁ ବଢ଼ି ଚାଲିଛେ ଦୁହି ଦେଶ୍ ଭିତରେଁ ଝଗଡ଼ା। ହେତିର୍ ଲାଗି ଗଲା ଜୁନ୍ ୧୫ ତାରିଖ୍ ଅଧା ରାତି "ଚଁଟିଆ ର୍ ଯୋଡ୍' ବାଗୀର୍ ଲଢି ଥିଲେ ଦୁହି ଦେଶ୍। ସୀମା ନୁ ଚୀନ୍ ଦେଶର୍ କମାଣ୍ଡିଂ ଅଫିସର୍ ସାଙ୍ଗେ ୪୩ ଝନ୍ ସୈନିକ୍ ମୂର୍ତୁ ହେଇ ଥିଲା। ହେଲେଁ ଦୁଃଖର୍ କଥା ଇଟା ଯେ ହେ ଲଢ଼େଇ ନୁ ଆମର୍ ଦେଶର୍ ୨୦ ଝନ୍ ସୈନିକ୍ ସହିଦ୍ ହେଇଯାଇଥିଲେ।ପୁରୂଵ୍-ଲଦାଖ୍ ର ଗଲ୍ଵାନ୍ ଘାଟି ନୁ ଦୁହି ଦେଶର୍ କେଟେର୍- କାଟେର୍  ଅଟ୍'କିଵାର୍ ନାଁ ନେ ନେଵାର୍।

ଚୀନ୍- ଭାରତ୍ କେ କରୁଛେ ପୁଢର୍ ବଏରି
ଭାରତ୍ - ଚୀନ୍ ଭିତରେଁ ଝଗ୍ଡ଼ା ତ ପାଶା- ପାଶି ଆମର୍ ଦେଶ୍ ସ୍ଵାଧୀନ୍ ହେଲା ଦିନୁଁ ଚଲି ଆସୁଛେ। ସେ ବେଲୁଁ ଭାରତ୍ ଉପରେଁ ରହୁଥିଲା ଚୀନ୍ ର ଖରାପ୍ ନଜର୍। ସ୍ଵାଧୀନ୍ ହେଲା ପରେଁ ଭାରତ୍ ଯେତେବେଲେଁ ନିଜର୍ ସ୍ଥିତି ବଦଲାବାର୍ ଥିଁ ଜୁଟି ଥିଲା , ହେତେବେଲେଁ ଚୀନ୍ ୧୯୫୦ ମସିହା ନୁ ତିବ୍ବତ୍ ଅଞ୍ଚଳ୍ କେ କବ୍'ଜା କରି ନେଲା। ହେ ସମିଆଁ ର ପ୍ରଧାନ୍'ମନ୍ତ୍ରୀ ଶ୍ରୀ ଜବାହଲାଲ୍ ନେହେରୁ ଲଢ଼େଇ ନାଇଁ କରି- କରି ପଛ୍'କେ ଫିରି ଆସ୍ ବାର୍ କେ ଆଦେଶ୍ ଦେଲେ।
    ୧୯୬୨ ମସିହାର୍ ଯୁଦ୍ଧ ନୁ ଲାଏଜ୍- ଲାଜ୍'ନିଆ ହିସାବେଁ ହାର୍ଲା ଊତାରୁ ନେହେରୁ ଅସାମ୍ କେ ଭି ଖାଲି କରି ଦେଇଥିଲେ। ହେଲେଁ ଆମର୍ ଦେଶର୍ ବୀର୍ ଯବାନ୍ ମାନ୍'କଁର୍ ନୁ ଜିତି ନାଇଁ ପାର୍ଲେ ।
* ଗଲୱାନ୍ ଘାଟି ଟା ଲଦାଖ୍ ଆଉ ଅକ୍ସାଇ ଚୀନ୍ ଭିତ୍ରେ ପର୍କୁତ୍ ନିୟନ୍ତ୍ରନ୍ ରେଖା( loc) ଅଛେ।
*ଇ ରେଖା ଟା ଦୁହି ଦେଶ୍ କେ ଅଲ୍'ଗା କରି ରଖିଛେ।
*୧୯୬୨ ମସିହା ନୁ ଆକ୍ସାଇ ଚୀନ୍ ଅଞ୍ଚଳ୍ କେ ଚୀନ୍ ଦେଶ୍ କବ୍'ଜା କରିଥିଲା।
*ଆଜି ଦିନ୍ ତକ୍ ଭାରତ୍ ର ୩୮୦୦୦ ବର୍ଗ କିଲୋମିଟର ଚୀନ କବ୍'ଜା କରି ସାର୍ଲା ନ। ସେଥିର୍ ଭିତରୁ ୩୫୦୦୦ ବର୍ଗ କିମି ଉତ୍ତର - ପୁରୁବ୍ ଦିଗୁ ଆର୍ ୩୦୦୦ ବର୍ଗ କିମି ପଶ୍ଚିମ ଦିଗୁ ଦଖଲ୍ କରୁଛେ। ତାର୍ ହିସାବେ ଭାରତ୍ ର ୯୫୦୦୦ ବର୍ଗ କିମି ତାର ଅାଏ ବଲି ମୂଲୁ ଝଗଡା କରି ଆସୁଛେ।
*ଗଲ୍'ୱାନ୍ ଘାଟି ଭାରତ୍ ର ଲଦାଖ୍ ଚୀନ ର ଦକ୍ଷିଣ ଜିନଯିଆଂ ଯାଏକ୍ ଲମ୍ବିଛେ।
ଇ ଅଞ୍ଚଳ୍ ଭାରତ୍ ର ସାମରିକ ନଜରିଆ ନୁ ଅସଲ୍ ଜାଗା ଆଏ, କାଏ ଯେ କି ହେ ଜାଗା ପାକିସ୍ତାନ୍ ଆଉ ଚୀନ୍ ଦୁହି ଜାଗା କେ ଲାଗି କରି ଅଛେ ଆର୍ ଏନ୍ତଅା ଜାଗା ନୁ ଭାରତ ର ହାଜ୍ରି ଚୀନ୍ ର ଚିନ୍ତା ବଢଉଛେ।
*ସାରା ସଂସାର୍ କେ କୋରୋନା ଭାଇରସ ଦେଇ କରି ଚୀନ ତାର ଘଟିଆ ଚାଲ୍ ବିସ୍ତାର୍ ନୀତି କେ ବଢାବାର୍ ଲାଗି ସବୁ ଦେଶ୍ ସାଙ୍ଗେ ସୀମା ନୁଁ ଝଗଡ଼ା କରୁଛେ।
*ନିଜର୍ ଦେଶ୍ ଭିତ୍ରେ  ହଙ୍ଗ୍-କଙ୍ଗ୍ ନୁଁ ଝଗଡ଼ା ସମ୍ଭ୍ଲେଇ ନୁହେଁ ପାରେ ଆଉ ଦୁନିଆ କେ ଦାଉ ସାଧୁଛେ।


ବିଶ୍ୱବନ୍ଦିତା ପୁରୋହିତ
+୩, ଶେଷ ବଛର୍ (କଲା)
ଟ୍ରଷ୍ଟ୍ ଫଣ୍ଡ୍ ଡିଗ୍ରୀ କଲେଜ୍, ବରଗଡ଼

Comments

Post a Comment